Powered By Blogger

Thursday, December 20, 2018

ମୋ ସ୍ୱପ୍ନ

ଗୋଟେ ସୁସ୍ଥ ଓ ଆଦର୍ଶ ଜୀବନଶୈଳୀ ନିର୍ବାହ କରିବା ମୋର ପ୍ରଥମ ସ୍ୱପ୍ନ।ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ ଓ ଆବଶ୍ୟକୀୟ ଶରୀରଚର୍ୟା ପରେ ଈଶ୍ୱର ଆରାଧନା ବା ସାମାଜିକ ଆଧ୍ୟାତ୍ମିକ କର୍ମରେ କାଳ ବିନିଯୋଗ କରିବା ମୋର ସବୁ ସମୟର ଲକ୍ଷ୍ୟ। ହେ ପରମପ୍ରଭୁ,ବିଶ୍ଵଜନନୀ, ମୋତେ ଆଳସ୍ୟମୁକ୍ତ କର। ମୁଁ ଯେପରି ବିଭୁ ପ୍ରେରିତ କର୍ମରେ ତତ୍ପର ହୋଇଉଠେ।ମା ମା ନଷ୍ଟ କର ଏ ଜଡ଼ତା।🙏 ନିରୋଗୀ ତଥା ସୁସ୍ଥ ଶରୀର ସହ ମୋ ଚାରି ପାଖରେ ଯେପରି ସୁଖ ସମୃଦ୍ଧି ପରିବ୍ୟାପ୍ତ ହେବ,ସେ ଦିଗରେ ମୋତେ ନିମିତ୍ତଟିଏ କର ମା,

No comments:

Post a Comment