Friday, December 21, 2018
ଏକ ତୃପ୍ତ ଦିନ
ଅନ୍ୟ ନିକଟ ଅତୀତର ଦିନମାନଙ୍କ ଅପେକ୍ଷା ପ୍ରାୟ ଏକ ଘଂଟା ଯଦି ଉଠିଲି।ଖୁସି ଲାଗିଲା।ପ୍ରଭୁଙ୍କୁ ଧନ୍ୟବାଦ।ସକାଳ ଆଶାନୁଯାୟି କଟିଲା। ଶୀଘ୍ର ନିତ୍ୟକର୍ମ ସାରି ରୋଷେଇରେ ସାହାଯ୍ୟ କଲି କିଞ୍ଚିତ।ଭଲ ଲାଗିଲା।ସମୟରେ କାର୍ଯ୍ୟାଳୟ ଯାଇ ଆସିବା ପରେ ଘରର ପୁରୁଣା ଋଣ କିଛି ପରିଶୋଧ ହେଲା।ଆନନ୍ଦର କଥା।ସବୁ ଦିନ ଭଳି ଆଜି ବି youtube ରୁ ଉପଯୋଗୀ ଭିଡିଓ ଦେଖିବା ହେଲା। ଆଗକୁ ମୁଁ ଆହୁରି ଇପ୍ସିତ ଜୀବନଶୈଳୀ ର ନିକଟବର୍ତୀ ହୁଏ ମା ଙ୍କ ନିକଟରେ ପ୍ରାର୍ଥନା।
Thursday, December 20, 2018
ମୋ ସ୍ୱପ୍ନ
ଗୋଟେ ସୁସ୍ଥ ଓ ଆଦର୍ଶ ଜୀବନଶୈଳୀ ନିର୍ବାହ କରିବା ମୋର ପ୍ରଥମ ସ୍ୱପ୍ନ।ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ ଓ ଆବଶ୍ୟକୀୟ ଶରୀରଚର୍ୟା ପରେ ଈଶ୍ୱର ଆରାଧନା ବା ସାମାଜିକ ଆଧ୍ୟାତ୍ମିକ କର୍ମରେ କାଳ ବିନିଯୋଗ କରିବା ମୋର ସବୁ ସମୟର ଲକ୍ଷ୍ୟ। ହେ ପରମପ୍ରଭୁ,ବିଶ୍ଵଜନନୀ, ମୋତେ ଆଳସ୍ୟମୁକ୍ତ କର। ମୁଁ ଯେପରି ବିଭୁ ପ୍ରେରିତ କର୍ମରେ ତତ୍ପର ହୋଇଉଠେ।ମା ମା ନଷ୍ଟ କର ଏ ଜଡ଼ତା।🙏
ନିରୋଗୀ ତଥା ସୁସ୍ଥ ଶରୀର ସହ ମୋ ଚାରି ପାଖରେ ଯେପରି ସୁଖ ସମୃଦ୍ଧି
ପରିବ୍ୟାପ୍ତ ହେବ,ସେ ଦିଗରେ ମୋତେ ନିମିତ୍ତଟିଏ କର ମା,
Thursday, September 20, 2018
A DREAM IS A DISTANT REALITY.
Every dream once dreamt never dies.it becomes real at a date surely. The bigger the dream the bigger the reality.So every greatman pursues great dreams.it is the dream that makes people great and different from ordinary humans.Lets have a great dream.....
Subscribe to:
Posts (Atom)
